Sheetal Patra Instagram – ଶୁଭ ଦୀପାବଳୀ 🪔✨
ଦୀପାବଳୀ ରେ ମା’ଙ୍କ ଦର୍ଶନ ଓ ମା’ଙ୍କ ପାଖରେ ଦୀପ ଜାଳିବାର ସୌଭାଗ୍ୟ ❤️🙏
ମା ତାରିଣୀ ସବୁ ଅନ୍ଧାରକୁ ଦୂର କରି ସମସ୍ତଙ୍କ ଜୀବନ ଆଲୋକମୟ କରନ୍ତୁ 🌟
Thank you Maa for the blessing of having my Mama beside me being my light through every darkness in life🕯️
Love you @geetanjali._.patra 🫂❤️
#blessed #blissfuldarshan #maa #ghatagaontarini #illuminate #enlighten #lives #joy #positivity #diwali | Posted on 12/Nov/2023 20:31:27