Aiswarya Behera

Aiswarya Behera Instagram – ନାରୀ କେବେ ନଦୀ କେବେ ନିଆଁ । ଏମିତି ଏକ ନାରୀ କୈନ୍ଦ୍ରିକ କାହାଣୀକୁ ନେଇ ଆସୁଛି ଯୁବ ନିର୍ମାତା ରମେଶ ବାରିକଙ୍କ ନୂଆ ସିନେମା ‘ବସ୍ ‘ । ଟାଇଟଲ ଚରିତ୍ରରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଆନ୍ତର୍ଜାତିକ ମହିଳା ଦିବସରେ ମୁକ୍ତିଲାଭ କରିବ ଏହି ସିନେମା। ଆପଣଙ୍କୁ ଅନୁରୋଧ ରହିଲା ନିଶ୍ଚୟ ଦେଖିବେ। | Posted on 06/Feb/2024 08:34:04

Aiswarya Behera
Aiswarya Behera

Check out the latest gallery of Aiswarya Behera