Trupti Mirambika Instagram – ସଂସାରରେ ସବୁଠାରୁ ଭଲ ଔଷଧ “ହସ”,ସବୁଠାରୁ ବଡ ସମ୍ପତ୍ତି “ବୁଦ୍ଧି”,ସବୁଠାରୁ ଭଲ ଅସ୍ତ୍ର “ଧର୍ଯ୍ୟ”,ସଂସାରର ସବୁଠାରୁ ସୁନ୍ଦର ସୁରକ୍ଷା “ବିଶ୍ବାସ”।ଆଉ ସବୁଠାରୁ ଖୁସିର କଥା ହେଲା ଏସବୁ ବିନା ମୂଲ୍ୟରେ ମିଳେ l
ଶୁଭ ସକାଳ🌸🥰 | Posted on 06/Jun/2024 08:44:02