Varsha Priyadarshini

Varsha Priyadarshini Instagram – ହାର ଜିତ୍ ନିର୍ବାଚନରେ ଏକ ଅଂଶ। ଖୁବ କମ୍ ସମୟ ମଧ୍ୟରେ ବଡ଼ଚଣା ମାଟିରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇଥିଲି। ବଡ଼ଚଣାବାସୀଙ୍କ ଠାରୁ ବିପୁଳ ସ୍ନେହ, ଶ୍ରଦ୍ଧା ଓ ସମର୍ଥନ ପାଇଥିଲି । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରୁଛି l ଆମ ପ୍ରିୟ ନେତା ନବୀନ ବାବୁ ମୋର ଆଦର୍ଶ ଥିଲେ ଅଛନ୍ତି ରହିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତେ ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ 🙏 | Posted on 05/Jun/2024 14:33:40

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini