Varsha Priyadarshini

Varsha Priyadarshini Instagram – ଓଡ଼ିଆ ପରମ୍ପରାର ପର୍ବ ରଜ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା । ମାତା ବସୁମତୀଙ୍କ ସର୍ଜନଶୀଳାର ପର୍ବ ‘ରଜ’ ଆପଣ ସମସ୍ତଙ୍କ ପାଇଁ ଉତ୍ସବ ମୁଖର ହେଉ । ଦୋଳି ଖେଳି, ପୋଡ ପିଠା ଓ ରଜ ପାନ ଖାଇ ରଜ ପାଳିବା ଏହି ଗଣ ପର୍ବ ।
ସମ୍ମାନିତା ସବୁବେଳେ ଆପଣଙ୍କ ସହ ଥିଲା, ଅଛି ଓ ରହିବ, ଜୟ ଜଗନ୍ନାଥ 🙏🌹 | Posted on 14/Jun/2024 08:51:12

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini