Varsha Priyadarshini

Varsha Priyadarshini Instagram – ନକାରାତ୍ମକତା ଦ୍ବାରା ପ୍ରଭାବିତ ହେଲେ ଜୀବନରେ କେବେ କେହି ଆଗକୁ ବଢିପାରିନାହିଁ……. ଜଣେ ଯେତେ ପ୍ରସିଦ୍ଧ, ସଫଳ ଓ ଜୀବନରେ ଯେତେ ଆଗକୁ ବଢିବ ସେ ସେତେ ନିନ୍ଦା, ଅପବାଦ ଓ ମିଥ୍ୟା ଅପପ୍ରଚାର ର ଶିକାର ହେବ… ଏହାକୁ ଉପହାର ଭାବି ଆଗକୁ ବଢିଚାଲିବା ଉଚିତ୍ । ସମାଜ କୌଣସି ସତ୍ୟତା ନ ଜାଣି ଅନ୍ୟ ଉପରେ ଅଙ୍ଗୁଳି ଉଠାଏ, ହାତ ଧରି ଆଗକୁ ଚଲାଇ ନିଏନି…….ଜୀବନରେ କୌଣସି ପରିସ୍ଥିତି ରେ ବି ଧର୍ଯ୍ୟହରା ହେବା ଉଚିତ୍ ନୁହେଁ । ସଫଳ ବ୍ୟକ୍ତିର ହିଁ ବିରୋଧୀ ଥାନ୍ତି ଯେପରି ଫଳନ୍ତି ବୃକ୍ଷକୁ ହିଁ ଟେକା ମରାଯାଏ…ତେଣୁ କେବେ ବି ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତୁ ନାହିଁ…ମନେ ରଖନ୍ତୁ, ସଂଘର୍ଷ ହିଁ ଶକ୍ତ ଓ ମହାନ୍ ବ୍ୟକ୍ତିତ୍ବକୁ ଜନ୍ମ ଦିଏ 😊🙏💪 | Posted on 10/Jun/2024 17:28:11

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini