Varsha Priyadarshini

Varsha Priyadarshini Instagram – ଜୟ ଜଗନ୍ନାଥ🙏
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜୁ ପରିବାରର ସଦସ୍ୟତା ଗ୍ରହଣ କଲି।

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳା ସଶକ୍ତିକରଣ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ସେମାନଙ୍କ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତା ପାଇଁ ପ୍ରୋତ୍ସାହନ ଓ ପ୍ରାଥମିକତା ଦେଇଆସୁଛନ୍ତି । ସମାଜରେ ନାରୀକୁ ସମାନ ଅଧିକାର ଓ ସମ୍ମାନ ଦେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ମୋତେ ପ୍ରେରଣା ଦେବା ସହ ସବୁବେଳେ ଅନୁପ୍ରାଣିତ କରିଆସୁଥିଲା। | Posted on 18/Apr/2024 21:53:37

Varsha Priyadarshini

Check out the latest gallery of Varsha Priyadarshini