Varsha Priyadarshini Instagram – ପବିତ୍ର ଜନ୍ମାଷ୍ଟମୀ ର ଶୁଭେଚ୍ଛା ସମସ୍ତଙ୍କୁ🙏ଆଜି ଚଳଚ୍ଚିତ୍ର ବବି ଆଉ ବେବି ର ଶୁଭ ମହୁରତ ରେ ଯୋଗ ଦେଲି ଏବଂ ସେହି ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ସବୁ କଳାକାରଙ୍କୁ ଭେଟି ଶୁଭେଚ୍ଛା ଜଣେଇଲି ତାହା ସହ ଏହି ଚଳଚ୍ଚିତ୍ର ସହ ଜଡ଼ିତ ଥିବା ସମସ୍ତଙ୍କୁ ଶୁଭକାମନା ଜଣେଇଲି | Posted on 26/Aug/2024 19:23:11
Check out the latest gallery of Varsha Priyadarshini



