Varsha Priyadarshini Instagram – ବଡ଼ଚଣା ଚାରି ନଙ୍ଗଳ ଗ୍ରାମପଞ୍ଚାୟତ ରେ ବିଜୁ ଜନତା ଦଳର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହେଲି। ବହୁସଂଖ୍ୟାରେ ଗୁରୁଜନ, ବଡ଼ ଭାଇ ଓ ଯୁବ କର୍ମୀ ଯୋଗ ଦେଇଥିବାରୁ ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ୍। ଆମ ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକ ସାରଙ୍କ ମାର୍ଗଦର୍ଶନରେ ଦଳକୁ ଆହୁରି ମଜଭୁତ ଓ ଶକ୍ତିଶାଳୀ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ। ସମୃଦ୍ଧ ଓଡିଶା ସଶକ୍ତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ। ଜୟ ଜଗନ୍ନାଥ। | Posted on 25/Aug/2024 18:06:25
Check out the latest gallery of Varsha Priyadarshini



