Varsha Priyadarshini

Varsha Priyadarshini Instagram – ଯାଜପୁର ମାଳଆନନ୍ଦପୁର ପଂଚାୟତରେ ବ୍ରଜନଗର ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ଯୋଗଦେବାର ସୁଯୋଗ ମିଳିଲା । ଉଦଘାଟନୀ ଉତ୍ସବରେ ବିଧାୟିକା ସୁଜାତା ସାହୁ, ବିଜେଡି ନେତା ଭବ ପ୍ରକାଶ ଦାସ, ଯୁବ ନେତା ସୌମ୍ୟ ରଂଜନ ଧଳ ପ୍ରମୁଖ ଯୋଗ ଦେଇଥିଲେ। ଏଭଳି ଏକ ଯୁବ ମହୋତ୍ସବ ପାଇଁ ଆୟୋଜକଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥସ ଜୟ ମା ବିରଜା🙏 | Posted on 03/Feb/2025 11:40:59

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini