Varsha Priyadarshini

Varsha Priyadarshini Instagram – ଖୁବଶୀଘ୍ର ବାଙ୍ଗଲୋରରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ୱାଇଫ୍ । ଫେବ୍ରୁଆରୀ 16 ତାରିଖରେ ମୁଁ ଆସୁଛି ବାଙ୍ଗଲୋର। ସେଠାରେ ଥିବା ଓଡ଼ିଆ ଭାଇ-ଭଉଣୀଙ୍କ ଉପସ୍ଥିତିରେ ୱାଇଫ୍ ର ରିଲିଜ୍ ତାରିଖ ଘୋଷଣା କରିବି। ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍(କେବିଏଫ୍) ର ସହଯୋଗରେ ରିଲିଜ୍ ହେବ ୱାଇଫ୍। ୱାଇଫ୍ ଆଗାମୀ ଦିନରେ ଓଡ଼ିଶା ବାହାରେ ମୁକ୍ତିଲାଭ କରିବାକୁ ଯାଉଛି । ୱାଇଫ୍ ଫିଲ୍ମକୁ ଆଉ ପୁରା ଟିମ୍ କୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ମୁଁ କୃତଜ୍ଞ। ବାଙ୍ଗଲୋରରେ ଦେଖା ହେବ 16 ରେ। ଜୟ ଜଗନ୍ନାଥ | Posted on 01/Feb/2025 16:16:53

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini