Varsha Priyadarshini

Varsha Priyadarshini Instagram – ଆଜି ମୋର ଆଦର୍ଶ ନବୀନ ପଟ୍ଟନାୟକ ସାରଙ୍କୁ ଦେଖା କରି ମୋର ଆଗାମୀ ଚଳଚ୍ଚିତ୍ର WIFE ପାଇଁ ଆଶୀର୍ବାଦ ନେଲି। ମୋ ସହିତ WIFE ଟିମ୍ ର ସଦସ୍ୟମାନେ ମଧ୍ୟ ସାରଙ୍କ ଠାରୁ ଆଶୀର୍ବାଦ ନେଲେ। ନବୀନ ସାର ଆମ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଚଳଚ୍ଚିତ୍ର ପାଇଁ ଶୁଭେଛା ଜଣାଇଲେ। ତାଙ୍କ କଥା ଆମ ପାଇଁ ବେଶ୍ ପ୍ରେରଣାଦାୟୀ ଥିଲା। ଏଥିସହିତ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତ୍ରୀ ସରସ୍ଵତୀ ଦେବୀ ନବୀନ ସାରଙ୍କୁ ଦେଖାକରି ବହୁତ ଖୁସି ଅନୁଭବ କଲେ। ମହାପ୍ରଭୁ ଆମ ନବୀନ ସାରଙ୍କୁ ଘଣ୍ଟ ଘୋଡାଇ ରଖିଥାନ୍ତୁ। ଜୟ ଜଗନ୍ନାଥ | Posted on 26/Dec/2024 14:24:21

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini