Varsha Priyadarshini

Varsha Priyadarshini Instagram – ଯାଜପୁର ସଦର ମହୋତ୍ସବରେ ଯୋଗଦେବାର ସୁଯୋଗ ମିଳିଲା । ଲକ୍ଷ୍ମୀ-ନାରାୟଣଙ୍କ ଦର୍ଶନ କରି ସନ୍ତୋଷ ଲାଭ କଲି । ମହୋତ୍ସବରେ ଯାଜପୁର ବିଧାୟିକା ସୁଜାତା ସାହୁ ଓ ଅନେକ ନେତୃମଣ୍ଡଳୀ ମଧ୍ୟ ଯୋଗଦେଇଥିଲେ। ସମସ୍ତଙ୍କ ଭଲପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ବିରଜା। | Posted on 22/Dec/2024 20:48:20

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini