Varsha Priyadarshini

Varsha Priyadarshini Instagram – ଧନ୍ୟବାଦ ବାଙ୍ଗଲୋର। ଓଡ଼ିଶା ଭଳି ବାଙ୍ଗଲୋରରେ ବି ଆମ୍ ଚଳଚ୍ଚିତ୍ର ୱାଇଫକୁ ଦର୍ଶକଙ୍କ ଢେର ସାରା ଭଲପାଇବା ମିଳିଛି। ସିନେମା ହଲ ହାଉସଫୁଲ୍ ହେଉଥିବା ବେଳେ ଫିଲ୍ମ ଦେଖିବାକୁ ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳୁଛି। ଏତେ ସାରା ଭଲପାଇବା ଓ ଆଶିର୍ବାଦ ପାଇଁ ବାଙ୍ଗଲୋରର ପ୍ରବାସୀ ଓଡ଼ିଆ ଭାଇ-ଭଉଣୀଙ୍କୁ କୃତଜ୍ଞତା । ଫିଲ୍ମ ରିଲିଜରେ ସହଯୋଗ କରିଥବାରୁ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ କୁ ଧନ୍ୟବାଦ, ଜୟ ଜଗନ୍ନାଥ 🙏 | Posted on 22/Feb/2025 13:49:28

Varsha Priyadarshini
Varsha Priyadarshini

Check out the latest gallery of Varsha Priyadarshini