Varsha Priyadarshini Instagram – ସମ୍ନାନିତା ସବୁବେଳେ ଅଛି ଲୋକଙ୍କ ସାଙ୍ଗରେ, ଆଗକୁ ମଧ୍ୟ ରହିବ । ସମ୍ମାନିତା ତରଫରୁ ଖୁବଶୀଘ୍ର ଏକ ମାଗଣା ସ୍ବାସ୍ଥ୍ୟ ଶିବିର ସହ ମାଗଣା ଔଷଧ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି । ଏନେଇ ଖୁବଶୀଘ୍ର ସୂଚନା ଦିଆଯିବ । ଜୟ ଜଗନ୍ନାଥ 🙏 | Posted on 13/Feb/2025 10:43:53
Check out the latest gallery of Varsha Priyadarshini



