Varsha Priyadarshini Instagram – ଆଇଏମ୍ଏସ୍ ଓ ସମ୍ ହସପିଟାଲ୍ ପକ୍ଷରୁ ବିଶ୍ବ କ୍ୟାନସର ଦିବସରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବାର ସୁଯୋଗ ମିଳିଲା। କାର୍ଯ୍ୟକ୍ରମକୁ ମୋତେ ନିମନ୍ତ୍ରଣ କରିଥିବାରୁ ସମ୍ କର୍ମକର୍ତ୍ତାଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ | Posted on 04/Feb/2025 16:44:49
Check out the latest gallery of Varsha Priyadarshini



