Archita Sahu Instagram – ଜୟ ଜଗନ୍ନାଥ । ରଥଯାତ୍ରାର ଅଭିନନ୍ଦନ । ମୋର ବିଶ୍ବାସ,ଗାୟକ ନ ହୋଇବି ଭଜନ ଗାଇ ହୁଏ ଅନ୍ତରରେ ଭାବ ଥିଲେ ।
Thanks Alankar TV & Debidutta Mohanty for your initiative 🙏
ଆପଣମାନଙ୍କର ଭଜନ କିମ୍ବା ଫଟୋ ସହିତ ମତେ ଟ୍ୟାଗ୍ କରି #morathyatra2023 ସହିତ ପୋଷ୍ଟ୍ କରିବା ପାଇଁ ଭୁଲିବେ ନାହିଁ ।
#jayjagannath #rathyatra #puri #odisha #odiabhajan @alankar_tv @debiduttamohanty5 | Posted on 20/Jun/2023 11:06:07